ସଂସକରଣ 8
1801 Varsity Drive
Raleigh, NC 27606-2072 USA
Phone: +1 919 754 3700
Phone: 888 733 4281
Fax: +1 919 754 3701
pm_qos
) ସଂରଚନାକୁ Red Hat Enterprise Linux 5.8 ରେ ଯୋଗ କରାଯାଇଛି। pm_qos
ଅନ୍ତରାପୃଷ୍ଠ ଡ୍ରାଇଭର, ଉପତନ୍ତ୍ର ଏବଂ ଚାଳକ ଧାରା ପ୍ରୟୋଗଗୁଡ଼ିକ ଦ୍ୱାରା କାର୍ଯ୍ୟଦକ୍ଷତା ବ୍ୟତୀକ୍ରମକୁ ପଞ୍ଜିକୃତ କରିବା ପାଇଁ ଏକ କର୍ଣ୍ଣଲ ଏବଂ ଚାଳକ ଧାରା ଅନ୍ତରାପୃଷ୍ଠ ପ୍ରଦାନ କରିଥାଏ ଯାହାକି ବର୍ତ୍ତମାନ ସମର୍ଥିତ pm_qos
ପ୍ରାଚଳଗୁଡ଼ିକ ମଧ୍ୟରୁ ଗୋଟିଏ: cpu_dma_latency
, network_latency
, network_throughput
. ଅଧିକ ସୂଚନା ପାଇଁ, /usr/share/doc/kernel-doc-<VERSION>
/Documentation/power/pm_qos_interface.txt
କୁ ଅନୁସରଣ କରନ୍ତୁ।
configure-pe
RTAS callconfigure-pe
RTAS (RunTime Abstraction Services) ଡାକରା ପାଇଁ ସହାୟତା ଯୋଗକରାଯାଇଛି।
/proc/sysvipc/shm
ଫାଇଲ (ଯାହାକି ଏକ ସହଭାଗୀ ସ୍ମୃତି ସ୍ଥାନର ତାଲିକା ପ୍ରଦାନ କରିଥାଏ) ବର୍ତ୍ତମାନ RSS ଧାରଣ କରିଥାଏ (ସ୍ଥିତି ସେଟ Size—ସ୍ମୃତିସ୍ଥାନରେ ରହିଥିବା ପ୍ରକ୍ରିୟାର ଅଂଶ) ଏବଂ swap ଆକାର ସୂଚନା।
CONFIG_SERIAL_8250_NR_UARTS
ପ୍ରାଚଳ କର୍ଣ୍ଣଲ ଦ୍ୱାରା ସମର୍ଥିତ ସର୍ବାଧିକ ସଂଖ୍ୟକ କ୍ରମିକ ଅନ୍ତରାପୃଷ୍ଠଗୁଡ଼ିକୁ ବ୍ୟାଖ୍ୟା କରିଥାଏ। Red Hat Enterprise Linux 5.8, CONFIG_SERIAL_8250_NR_UARTS
ପ୍ରାଚଳଗୁଡ଼ିକର ମୂଲ୍ୟକୁ 64
କୁ 32 (ଏବଂ 64 ପର୍ଯ୍ୟନ୍ତ) କୋନସଲ ସଂଯୋଗ ପାଇଁ ବୃଦ୍ଧି କରାଯାଇଛି।
/etc/kdump.conf
ରେ blacklist
ବିକଳ୍ପblacklist
ବିକଳ୍ପ ବର୍ତ୍ତମାନ Kdump ସଂରଚନା ପାଇଁ ଉପଲବ୍ଧ। ଏହି ବିକଳ୍ପ ଏକକାଂଶଗୁଡ଼ିକୁ initramfs
ରେ ଧାରମ ହେବାରୁ ବାରଣ କରିଥାଏ। ଅଧିକ ସୂଚନା ପାଇଁ, kdump.conf(5) ହସ୍ତ ପୁସ୍ତକକୁ ଅନୁସରଣ କରନ୍ତୁ।
initrd
ରେ fnic
ଏବଂ iscsi
ସହାୟତାfnic
ଏବଂ iscsi
ଡ୍ରାଇଭରଗୁଡ଼ିକ ପାଇଁ ସହାୟତାକୁ Kdump ର ପ୍ରାରମ୍ଭିକ RAM ଡିସ୍କରେ (initrd
) ଯୋଗ କରାଯାଇଛି।
/etc/kdump.conf
ଫାଇଲରେ ଉଲ୍ଲେଖ କରାଯିବା ଉଚିତ।
ipr
ଡ୍ରାଇଭରକୁ SAS VRAID କାର୍ୟ୍ୟକୁ ସକ୍ରିୟ କରିବା ପାଇଁ ଅଦ୍ୟତିତ କରାଯାଇଛି ଏବଂ ନୂତନ ଏଡପଟରଗୁଡ଼ିକ ପାଇଁ ସଂଜ୍ଞା ଯୋଗ କରାଯାଇଛି।
megaraid
ଡ୍ରାଇଭରକୁ ସଂସ୍କରଣ 5.40 କୁ ଅଦ୍ୟତନ କରାଯାଇଛି, ଯାହାକି FastPath I/O କୁ ଅବନତ RAID 1 ସହିତ କାମ କରିବା ପାଇଁ ସମାଧାନ ପ୍ରଦାନ କରାଯାଇଛି।
qla2xxx
4G ଏବଂ 8G ଡ୍ରାଇଭର ଫର୍ମୱେରକୁ ସଂସ୍କରଣ 5.06.01 କୁ ଅଦ୍ୟତନ କରାଯାଇଛି।
qla2xxx
ଡ୍ରାଇଭରକୁ ସଂସ୍କରଣ 8.03.07.09.05.08-k କୁ ଅଦ୍ୟତନ କରାଯାଇଛି, ଯାହାକି ବିଫଳ ହେଲେ ISP82xx ପାଇଁ ଡମ୍ପ ଧାରଣ ପାଇଁ ସହାୟତା ପ୍ରଦାନ କରିଥାଏ।
qla4xxx
ଡ୍ରାଇଭରକୁ ସଂସ୍କରଣ 5.02.04.00.05.08-d0 କୁ ଅଦ୍ୟତନ କରାଯାଇଛି।\n
lpfc
ଡ୍ରାଇଭରକୁ ଏମ୍ୟୁଲେକ୍ସ ଫାଇବର ଚ୍ୟାନେଲ ହୋଷ୍ଟ ବସ ଏଡପଟରଗୁଡ଼ିକ ପାଇଁ ସଂସ୍କରଣ 8.2.0.108.1p କୁ ଅଦ୍ୟତନ କରାଯାଇଛି।
cciss
ଡ୍ରାଇଭରକୁ ନୂତନତ ସଂସ୍କରଣକୁ ଅଦ୍ୟତନ କରାଯାଇଛି, ଯାହାକି CCISS ସରଳ ଧାରା ପାଇଁ ସହାୟତା ପ୍ରଦାନ କରିବାକୁ ଏକ ନିର୍ଦ୍ଦେଶନାମା ସ୍ୱୀଚ ଯୋଗ କରିଥାଏ।
be2iscsi
ଡ୍ରାଇଭରକୁ pci_disable
ଉପକରଣ ବିକଳ୍ପକୁ ସହାୟତା କରିବା ଏବଂ ବନ୍ଦ କରିବା ପାଇଁ ଅଦ୍ୟତନ କରାଯାଇଛି।
bnx2i
ଡ୍ରାଇଭର ପାଇଁ ସଂସ୍କରଣ 2.7.0.3 କୁ ଅଦ୍ୟତନ କରାଯାଇଛି।
bfa
ଫର୍ମୱେରକୁ ସଂସ୍କରଣ 3.0.2.2 କୁ ଅଦ୍ୟତନ କରାଯାଇଥିଲା।
bfa
ଡ୍ରାଇଭରକୁ ନିମ୍ନଲିଖିତ ଉନ୍ନତିଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଅଦ୍ୟତନ କରାଯାଇଛି:
mpt2sas
ଡ୍ରାଇଭରକୁ ସଂସ୍କରଣ 09.100.00.00 କୁ ଅଦ୍ୟତନ କରାଯାଇଛି, ଯାହାକି ଗ୍ରାହକ ନିର୍ଦ୍ଦିଷ୍ଟ ସହାୟତାକୁ ଯୋଗ କରିଥାଏ।
mptsas
ଡ୍ରାଇଭକୁ ସଂସ୍କରଣ 3.04.20rh କୁ ଅଦ୍ଯତନ କରାଯାଇଛି।
isci
ଡ୍ରାଇଭକୁ ସ୍ଥିତ ତନ୍ତ୍ର ଅନ୍ତରାପୃଷ୍ଠକୁ ସୁରକ୍ଷା ଦେବା ପାଇଁ ଏବଂ Intel ର ପରବର୍ତ୍ତୀ ଚିପସେଟ ପାଇଁ ଅଦ୍ୟତନ କରାଯାଇଛି।
uIP
ଡ୍ରାଇଭରକୁ ସଂସ୍କରଣ 0.7.0.12 କୁ ଅଦ୍ୟତିତ iscsi-initiator-utils ପ୍ୟାକେଜ ପରି ଅଦ୍ୟତନ କରାଯାଇଛି।
megaraid_sas
ଡ୍ରାଇଭରକୁ ସଂସ୍କରଣ 5.40-rh1 କୁ ଅଦ୍ୟତନ କରାଯାଇଛି।
bnx2x
ଡ୍ରାଇଭର ପାଇଁ ସଂସ୍କରଣ 7.0.23 କୁ ଅଦ୍ୟତନ କରାଯାଇଛି।
bnx2x
ଡ୍ରାଇଭରକୁ ସଂସ୍କରଣ 1.70.x କୁ ଅଦ୍ୟତନ କରାଯାଇଛି।
bnx2i
ଡ୍ରାଇଭରକୁ ସଂସ୍କରଣ 2.7.0.3+ କୁ ଅଦ୍ୟତନ କରାଯାଇଛି।
bnx2
ଡ୍ରାଇଭରକୁ ସଂସ୍କରଣ 2.1.11 କୁ ଅଦ୍ୟତନ କରାଯାଇଛି।
cnic
ଡ୍ରାଇଭରକୁ ସଂସ୍କରଣ 2.5.3+ କୁ ଅଦ୍ୟତନ କରାଯାଇଛି।
cxgb3
ଡ୍ରାଇଭରକୁ Chelsio T3 ପରିବାରର ନେଟୱ୍ରକ ଉପକରଣଗୁଡ଼ିକ ପାଇଁ ନୂତନତମ ସଂସ୍କରଣକୁ ଅଦ୍ୟତିତ କରାଯାଇଛି।
cxgb4
ଡ୍ରାଇଭରକୁ Chelsio Terminator4 10G ୟୁନିଫାଏଡ ନେଟୱର୍କ ନିୟନ୍ତ୍ରକଗୁଡ଼ିକ ପାଇଁ ନୂତନତମ ସଂସ୍କରଣକୁ ଅଦ୍ୟତିତ କରାଯାଇଛି।
iw_cxgb4
ଡ୍ରାଇଭରକୁ ନୂତନତମ ସଂସ୍କରଣକୁ ଅଦ୍ୟତିତ କରାଯାଇଛି।
netxen_nic
ଡ୍ରାଇଭରକୁ ସଂସ୍କରଣ 4.0.77 କୁ ଅଦ୍ୟତିତ କରାଯାଇଛି, ଯାହାକି VLAN RX HW ତ୍ୱରଣ ପାଇଁ ସହାୟତା ଯୋଗାଇଥାଏ।
tg3
ଡ୍ରାଇଭରକୁ Broadcom Tigon3 ଇଥରନେଟ ଉପକରଣଗୁଡ଼ିକ ପାଇଁ ସଂସ୍କରଣ 3.119 କୁ ଅଦ୍ୟତିତ କରାଯାଇଛି।
ixgbe
ଡ୍ରାଇଭରକୁ Intel 10 Gigabit PCI ଏକ୍ସପ୍ରେସ ନେଟୱର୍କ ଉପକରଣଗୁଡ଼ିକ ପାଇଁ ସଂସ୍କରଣ 3.4.8-k କୁ ଅଦ୍ୟତିତ କରାଯାଇଛି।
ixgbevf
ଡ୍ରାଇଭରକୁ ସଂସ୍କରଣ 2.1.0-k କୁ ଅଦ୍ୟତନ କରାଯାଇଛି।
igbvf
ଡ୍ରାଇଭରକୁ ନୂତନତମ ସଂସ୍କରଣକୁ ଅଦ୍ୟତିତ କରାଯାଇଛି।
igb
ଡ୍ରାଇଭରକୁ Intel Gigabit ଇଥରନେଟ ଏଡାପଟର ପାଇଁ ନୂତନତମ ସଂସ୍କରଣକୁ ଅଦ୍ୟତିତ କରାଯାଇଛି, ଯାହାକି ଏଣ୍ଟ୍ରପି ସହାୟତୀ ଯୋଗ କରିଥାଏ।
e1000e
ଡ୍ରାଇଭରକୁ Intel 82563/6/7, 82571/2/3/4/7/8/9, ଏବଂ 82583 PCI-E ପରିବାରର ନିୟନ୍ତ୍ରକଗୁଡ଼ିକ ପାଇଁ ସଂସ୍କରଣ 1.4.4 କୁ ଅଦ୍ୟତନ କରାଯାଇଛି।
e1000
ଡ୍ରାଇଭରକୁ Intel PRO/1000 PCI ଏବଂ PCI-X ପରିବାରର ଏଡାପଟରଗୁଡ଼ିକ ପାଇଁ ନୂତନତମ ସଂସ୍କରଣକୁ ଅଦ୍ୟତନ କରାଯାଇଛି।
bna
ଡ୍ରାଇଭରକୁ ସଂସ୍କରଣ 3.0.2.2 କୁ ଅଦ୍ୟତନ କରାଯାଇଛି, ଯାହାକି Brocade 1860 AnyIO Fabric ଏଡପଟର ପାଇଁ ସହାୟତା ପ୍ରଦାନ କରିଥାଏ।
qlge
ଡ୍ରାଇଭରକୁ ସଂସ୍କରଣ 1.00.00.29 କୁ ଅଦ୍ୟତନ କରାଯାଇଛି।
qlcnic
ଡ୍ରାଇଭରକୁ HP NC-Series QLogic 10 Gigabit ସର୍ଭର ଏଡପଟରଗୁଡ଼ିକ ପାଇଁ ସଂସ୍କରଣ 5.0.18 କୁ ଅଦ୍ୟତନ କରାଯାଇଛି।
be2net
ଡ୍ରାଇଭରକୁ ServerEngines BladeEngine2 10Gbps ନେଟୱର୍କ ଉପକରଣଗୁଡ଼ିକ ପାଇଁ ନୂତନତମ ସଂସ୍କରଣକୁ ଅଦ୍ୟତନ କରାଯାଇଛି।
enic
ଡ୍ରାଇଭରକୁ Cisco 10G ଇଥରନେଟ ଉପକରଣଗୁଡ଼ିକ ପାଇଁ ସଂସ୍କରଣ 2.1.1.24 କୁ ଅଦ୍ୟତନ କରାଯାଇଛି।
nbd
ଡ୍ରାଇଭରକୁ ଚାଳକ-ସେଟଯୋଗ୍ୟ ସମୟ ନିର୍ଦ୍ଧାରଣ ପାଇଁ ଅଦ୍ୟତନ କରାଯାଇଛି (NBD_SET_TIMEOUT
) I/O ପ୍ରୟୋଗଗୁଡ଼ିକ ପାଇଁ।
i810
ଆଲେଖିକ ଡ୍ରାଇଭରକୁ (xorg-x11-drv-i810 ପ୍ୟାକେଜ ଦ୍ୱାରା ପ୍ରଦତ୍ତ) Westmere ଚିପସେଟଗୁଡ଼ିକୁ Ironlake ସନ୍ନିହିତ ଆଲେଖିକଗୁଡ଼ିକର ତ୍ରୁଟି ସମାଧାନ ପାଇଁ ଅଦ୍ୟତନ କରାଯାଇଛି।
mga
ଭିଡିଓ କାର୍ଡ ଡ୍ରାଇଭରକୁ ServerEngines Pilot 3 (Kronos 3) ଚିପରେ ସମ୍ପୂର୍ଣ୍ଣ ବିଭେଦନ ସହାୟତା ପାଇବା ପାଇଁ ଅଦ୍ୟତନ କରାଯାଇଛି।
--nosync
ବିକଳ୍ପ--nosync
ବିକଳ୍ପ ଅନ୍ତର୍ଭୁକ୍ତ ହୋଇଥାଏ। ଯେତେବେଳେ --nosync
ବିକଳ୍ପକୁ ଉଲ୍ଲେଖ କରାଯାଇଥାଏ, ସେତେବେଳେ କ୍ଲଷ୍ଟର ପ୍ରତିବିମ୍ବକୁ ଅନୁଲମ୍ବିତ କରିବା ଦ୍ୱାରା ତାହା ଭଲ୍ୟୁମକୁ ସନ୍ତୁଳିତ କରିନଥାଏ, ଯାହାକି ଖାଲି ତଥ୍ୟକୁ ସନ୍ତୁଳନ କରିବା ପାଇଁ ଉତ୍ସକୁ ଏଡ଼ାଇ ଦେଇଥାଏ।
-r
/--resizefs
ବିକଳ୍ପ ସହିତ lvextend
ନିର୍ଦ୍ଦେଶକୁ ନିଷ୍ପାଦନ କରିବା ପରେ, ext4 ଫାଇଲ ତନ୍ତ୍ର ସ୍ୱୟଂଚାଳିତ ଭାବରେ ନିଜର ଆକାର ପରିବର୍ତ୍ତନ କରିଥାଏ। resize2fs
ସହାୟତାରେ ଆକାର ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ।
multipath_component_detection
ବିକଳ୍ପକୁ ବ୍ୟବହାର କରି /etc/lvm/lvm.conf
ରେ ଅଫ କରାଯାଇ ପାରିବ ।
/etc/sssd/sssd.conf
ଫାଇଲରେ ସହାୟତା କରିଥାଏ:
override_homedir
allowed_shells
vetoed_shells
shell_fallback
override_gid
/etc/pki/tls/certs/ca-bundle.crt
ଫାଇଲରେ ଅନ୍ତର୍ଭୁକ୍ତ (ଯାହାକି ବିଶ୍ୱସ୍ତ ରୁଟ CA ପ୍ରମାଣପତ୍ରଗୁଡ଼ିକ ଧାରଣ କରିଥାଏ).
httpd
ପାଇଁ connectiontimeout
ପ୍ରାଚଳhttpd
ସର୍ଭିସ ଏକ ନୂତନ connectiontimout
ପ୍ରାଚଳକୁ ଅନ୍ତର୍ଭୁକ୍ତ କରିଥାଏ ଯାହାକି ଉଲ୍ଲେଖ କରିଥାଏ ଯେ ସଂଯୋଗ ସ୍ଥାପନ ପାଇଁ କେତେ ସମୟ ପର୍ଯ୍ୟନ୍ତ ସର୍ଭିସ ଅପେକ୍ଷା କରିବା ଉଚିତ। ଏହି ପ୍ରାଚଳକୁ ଉଲ୍ଲେଖ କରିବା ଫଳରେ, ସମୟ ସମାପ୍ତି ତ୍ରୁଟିଗୁଡ଼ିକ କ୍ଲାଏଣ୍ଟକୁ ଦିଆଯାଇଥାଏ ଯେତେବେଳେ Apache ମାଧ୍ଯମରେ ଭାର ସନ୍ତୁଳନ କରାଯାଇଥାଏ।
reload
ବିକଳ୍ପiptables
ସର୍ଭିସଗୁଡ଼ିକ ବର୍ତ୍ତମାନ ଏକ reload
ବିକଳ୍ପକୁ ଅନ୍ତର୍ଭୁକ୍ତ କରିଥାଏ ଯାହାକି iptables ନିୟମାବଳୀକୁ ଏକକାଂଶକୁ ବିନା ଧାରଣ/ପୁନର୍ଧାରଣରେ ସତେଜ କରିଥାଏ ଏବଂ ପୂର୍ବରୁ ସ୍ଥାପିତ ସଂଯୋଗକୁ ବାତିଲ କରିଥାଏ।
httpd
ସର୍ଭିସ ପୁନଚାଳନhttpd
ସର୍ଭିସ ବର୍ତ୍ତମାନ ସ୍ୱୟଂଚାଳିତ ଭାବରେ ପୁନଚାଳନ ହୋଇଥାଏ ଯାହାକି httpd ପ୍ୟାକେଜକୁ ଉନ୍ନୟନ କରିଥାଏ।
ssl_request_cert
ସହାୟତାssl_request_cert
ବିକଳ୍ପକୁ ଅନ୍ତର୍ଭୁକ୍ତ କରିଥାଏ ଯାହାକି କ୍ଲାଏଣ୍ଟ ପ୍ରମାଣପତ୍ର ଯାଞ୍ଚକୁ ନିଷ୍କ୍ରିୟ କରିବା ପାଇଁ ଅନୁମତି ଦେଇଥାଏ। ଯଦି ସକ୍ରିୟ କରାଯାଏ, ତେବେ vsftpd ଆସୁଥିବା SSL ସଂଯୋଗଗୁଡ଼ିକ ପାଇଁ ପ୍ରମାଣପତ୍ର ମାଗିଥାଏ (କିନ୍ତୁ ଆବଶ୍ୟକ ହୋଇନଥାଏ)। ଏହି ବିକଳ୍ପ ପାଇଁ ପୂର୍ବନିର୍ଦ୍ଧାରିତ ସେଟିଙ୍ଗ ହେଉଛି (/etc/vsftpd/vsftpd.conf
ଫାଇଲରେ) Yes
.
ସଂଶୋଧନ ଇତିହାସ | |||
---|---|---|---|
ସଂଶୋଧନ 1-0 | Thu Feb 16 2011 | ||
|